FARMER
Advertisment
ଚାଷୀଙ୍କ ପାଇଁ ଖୁସି ଖବର । ଖରିଫ୍ ଋତୁ ପାଇଁ ବଢ଼ିଲା ପ୍ରଧାନମନ୍ତ୍ରୀ ଫସଲ ବୀମା ପଞ୍ଜୀକରଣ ଅବଧି । ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ରେଜିଷ୍ଟ୍ରେସନ୍ ଅବଧିକୁ ବୃଦ୍ଧି କରାଯାଇଛି । ଋଣୀ ଓ ଅଣଋଣୀ କୃଷକଙ୍କ ପାଇଁ ବୀମା ପଞ୍ଜିକରଣ ଅବଧି ବୃଦ୍ଧି କରିଛନ୍ତି ସରକାର ।