Daya River Water Becoming Toxic
Advertisment
ଦୟାନଦୀ ପାଣି ପାଲଟିଛି ବିଷ। ପୁରୀ ଜିଲ୍ଲା କଣାସ ଅଞ୍ଚଳବାସୀଙ୍କ ପାଇଁ ପାଲଟିଯାଇଛି ଅଭିଶପ୍ତ। ଝାଡ଼ାବାନ୍ତିରେ ଚାରି ଚାରି ଜଣଙ୍କ ମୁଣ୍ଡ ଗଡ଼ିବା ପରେ ଦୟା ଜଳ ଛୁଇଁବାକୁ ଏବେ ଛାତି ଥରୁଛି। କିନ୍ତୁ ଉପାୟ ଶୂନ୍ୟ। ବାସନମଜାଠୁ ଲୁଗାଧୁଆ, ଗାଧୁଆ ପାଧୁଆଠୁ ରୋଷେଇ କାମ। ରାତି ପାହିଲେ ନିତ୍ୟ ବ୍ୟବହାର୍ଯ୍ୟ କାମ ପାଇଁ ଏକମାତ୍ର ସାହା ଭରସା ଦୟା, ଏବେ ଚିନ୍ତା ବଢ଼ାଇଛି। କାରଣ ଆଜିକୁ ୧୦ ଦିନ ହେଲା ଝାଡ଼ାବାନ୍ତିରେ ବ୍ରେକ୍ ଲାଗୁନି। ଏହାର ମୁକାବିଲା ପାଇଁ ଗ୍ରାଉଣ୍ଡ ଜିରୋରେ ଏବେ ସରକାରୀ ଅଧିକାରୀ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us