Cyclone Shelters Meant to Save Lives Now Crumble, Seeking Safety Themselves
Advertisment
ପ୍ରାକୃତିକ ବିପର୍ଯ୍ୟୟ ବନ୍ୟାବାତ୍ୟା ସମୟରେ ଲୋକଙ୍କୁ ଧନ ଜୀବନର ସୁରକ୍ଷା ପାଇଁ ସରକାର ତିଆରି କରିଛନ୍ତି ବାତ୍ୟା ଆଶ୍ରୟସ୍ଥଳୀ । ହେଲେ ଏବେ ଲୋକଙ୍କ ସୁରକ୍ଷା ପାଇଁ ତିଆରି ହୋଇଥିବା ବାତ୍ୟା ଆଶ୍ରୟସ୍ଥଳୀ ଗୁଡ଼ିକ ନିମ୍ନ ମାନର କାମ ଯୋଗୁଁ ବହୁ ଜାଗାରେ ଭାଙ୍ଗିରୁଜି ଗଲାଣି । ଲୋକଙ୍କୁ ସୁରକ୍ଷା ଦେବ କ’ଣ ନିଜେ ଏବେ ସୁରକ୍ଷା ଖୋଜୁଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us