Advertisment

ମନରେ କେତେ ଖୁସି...କେତେ ସରାଗ...

ଘଡ଼ିସନ୍ଧି ସମୟ ଭିତରେ ଦୁନିଆରେ ପାଦ ଥାପି ବାପା, ମା’ ଓ ପରିବାର ପାଇଁ ଆଣିଦେଲେ ସ୍ମରଣୀୟ ମୂହୁର୍ତ୍ତ।

Advertisment

ମନରେ କେତେ ଖୁସି...କେତେ ସରାଗ...କିଏ କହୁଛନ୍ତି ପରିବାର ମୁହଁରେ ଦାନା ଦେବ କୁଳନନ୍ଦନ ତ ଆଉ କିଏ କହୁଛନ୍ତି ଦାନବୀର ହରିଶ୍ଚନ୍ଦ୍ର ସାଜିବ ନବଜାତକ। କାରଣ ସେମାନଙ୍କ ମଧ୍ୟରେ କାହା କୋଳକୁ ଲକ୍ଷ୍ମୀ ଆସିଛନ୍ତି ତ ଆଉ କାହା କୋଳରେ ପୁତ୍ର ସନ୍ତାନ। ବାହାରେ ବାତ୍ୟା ରଚୁଥିଲା ତାଣ୍ଡବ, ଆଉ ଏପଟେ ପ୍ରସବ ବେଦନା। ସେହି ଘଡ଼ିସନ୍ଧି ସମୟ ଭିତରେ ଦୁନିଆରେ ପାଦ ଥାପି ବାପା, ମା’ ଓ ପରିବାର ପାଇଁ ଆଣିଦେଲେ ସ୍ମରଣୀୟ ମୂହୁର୍ତ୍ତ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ