ଜେରା ହେବ ଗୋପାଳ !
Advertisment
ଝାରସୁଗୁଡ଼ା ଛାଡ଼ିଲା କ୍ରାଇମବ୍ରାଞ୍ଚ ଟିମ୍ । ଦରକାର ପଡ଼ିଲେ ପୁଣି କରିବ ରିଟର୍ଣ୍ଣ । ଏଥର ପଡ଼ିବ ଗୋପାଳ ଦାସଙ୍କ ପାଳି ! ଅଭିଯୁକ୍ତ ଗୋପାଳକୁ ଜେରା କରିବ କ୍ରାଇମବ୍ରାଞ୍ଚ ? କାହିଁକି ନବଙ୍କୁ ହତ୍ୟା କଲା ? କ’ଣ ପାଇଁ ସର୍ବ ସମ୍ମୁଖରେ ନବଙ୍କୁ ଗୁଳିକରି ମାରିଲା ? ଗୁଳି ପଛରେ କ’ଣ ରହିଛି କାରଣ ? ନବଙ୍କୁ ରାସ୍ତାରୁ ହଟାଇବାକୁ କିଏ ଗୋପାଳକୁ କହିଥିଲେ କି ? ଏପରି ଅନେକ ପ୍ରଶ୍ନକୁ ନେଇ କ୍ରାଇମ୍ବ୍ରାଞ୍ଚ ଟିମ୍ ଗୋପାଳକୁ ଜେରା କରିପାରେ । ଯଦି ଗୋପାଳକୁ ପୁଣି କ୍ରାଇମବ୍ରାଞ୍ଚ ତଦନ୍ତ ପରିସରକୁ ଆଣେ ତା’ ହେଲେ ଆହୁରି କିଛି ନୂଆ ତଥ୍ୟ ମିଳିପାରେ ବୋଲି ଚର୍ଚ୍ଚା ହେଉଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us