Corona Cases Surge in Odisha
Advertisment
ଦେଶ ସହ ରାଜ୍ୟରେ ବି ଉପରମୁହାଁ କରୋନା ଟ୍ରେଣ୍ଡ୍ । ଦେଶରେ କୋଭିଡ୍ ପଜିଟିଭ୍ ସଂଖ୍ୟା ୫ ହଜାର ୭୫୦ ଟପିଥିବା ବେଳେ ଓଡ଼ିଶାରେ ୩୮ରେ ପହଞ୍ଚିଲାଣି । ଏସବୁ ଭିତରେ କୋଭିଡକୁ ନେଇ ରାଜ୍ୟଗୁଡ଼ିକ ପାଇଁ କେନ୍ଦ୍ର ଜାରି କରିଛି ଗାଇଡ ଲାଇନ୍ ଓ ପବ୍ଲିକ୍ ଆଡଭାଇଜରି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us