Controversy Erupts Over Brahma Pratishtha at Jagannath Temple in Digha, West Bengal
Advertisment
#ଦିଦି_ବ୍ରହ୍ମ_ଆଣିଲେ_କେଉଁଠୁ?’
ଦୀଘାରେ ପ୍ରତିଷ୍ଠା ହୋଇଥିବା ଜଗନ୍ନାଥ ମନ୍ଦିରରେ ପଥର ବିଗ୍ରହ ସ୍ଥାପିତ ହୋଇଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବ୍ରହ୍ମ କେଉଁଠୁ ଆଣି ପ୍ରତିଷ୍ଠା କଲେ। ତାଙ୍କୁ କିଏ ଏପରି ବୁଦ୍ଧି ଦେଇଛି ବୋଲି ପଚାରିଛନ୍ତି ଜଗନ୍ନାଥ ସଂସ୍କୃତି ଗବେଷକ ପ୍ରଫୁଲ୍ଲ ରଥ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us