Advertisment

ପଥର ବିଗ୍ରହରେ ବ୍ରହ୍ମ ପ୍ରତିଷ୍ଠା ଠିକ୍ ନୁହେଁ

‘#ପଥର_ବିଗ୍ରହରେ_ବ୍ରହ୍ମ_ପ୍ରତିଷ୍ଠା_ଠିକ୍_ନୁହେଁ’ ପଶ୍ଚିମବଙ୍ଗ ଦୀଘାରେ ପ୍ରତିଷ୍ଠା ହୋଇଥିବା ଜଗନ୍ନାଥ ମନ୍ଦିରକୁ ନେଇ ତେଜିଲା ବିବାଦ। ଦୀଘାରେ ପଥର ନିର୍ମିତ ବିଗ୍ରହରେ ବ୍ରହ୍ମ ପ୍ରତିଷ୍ଠା କରାଯାଇଥିବା ଚର୍ଚ୍ଚା ହେଉଛି, ଯାହା ବିଦ୍ଧି ସମ୍ମତ ନୁହଁ ବୋଲି କହିଛନ୍ତି ବରିଷ୍ଠ ଦଇତାପତି ସେବାୟତ ରାମଚନ୍ଦ୍ର ଦାସ ମହାପାତ୍ର।

Advertisment

‘#ପଥର_ବିଗ୍ରହରେ_ବ୍ରହ୍ମ_ପ୍ରତିଷ୍ଠା_ଠିକ୍_ନୁହେଁ’

ପଶ୍ଚିମବଙ୍ଗ ଦୀଘାରେ ପ୍ରତିଷ୍ଠା ହୋଇଥିବା ଜଗନ୍ନାଥ ମନ୍ଦିରକୁ ନେଇ ତେଜିଲା ବିବାଦ। ଦୀଘାରେ ପଥର ନିର୍ମିତ ବିଗ୍ରହରେ ବ୍ରହ୍ମ ପ୍ରତିଷ୍ଠା କରାଯାଇଥିବା ଚର୍ଚ୍ଚା ହେଉଛି, ଯାହା ବିଦ୍ଧି ସମ୍ମତ ନୁହଁ ବୋଲି କହିଛନ୍ତି ବରିଷ୍ଠ ଦଇତାପତି ସେବାୟତ ରାମଚନ୍ଦ୍ର ଦାସ ମହାପାତ୍ର। 

Advertisment
Odisha Jagannath Temple
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ