Advertisment

ପୁଣି ସକ୍ରିୟ ସାରଥି ସାମ୍ରାଜ୍ୟ

ପୁଣି ସକ୍ରିୟ ସାରଥି ସାମ୍ରାଜ୍ୟ, ପୁଣି ସାରଥି ନାଁରେ ସତସଙ୍ଗ। ଭଜନ, କୀର୍ତ୍ତନ ସହ ଅନୁଗାମୀଙ୍କ ମୁହଁରେ ବିବାଦୀୟ ସାରଥି ବାବାଙ୍କ ଗୁଣଗାନ ଚଳଚଞ୍ଚଳ କରିଛି ଉପାନ୍ତରୁ ଉପକୂଳ। ଦୋଳପୂର୍ଣ୍ଣିମା ଅବସରରେ ଭୁବନେଶ୍ବରରେ ସତସଙ୍ଗ ଏବଂ ଜୟପୁରରେ ସାରଥିଙ୍କ ସ୍ବତନ୍ତ୍ର ମନ୍ଦିର ପ୍ରତିଷ୍ଠା ଅବସରରେ ଆଜି ଦେଖିବାକୁ ମିଳିଛି ଭିନ୍ନ ଚିତ୍ର। ଯେଉଁଠି ସାରଥୀଙ୍କ ଫଟୋରେ ତୁଳସୀ ଚଢ଼ାଇବା ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ରଖି ସମାନ୍ତରାଳ ପୂଜାର୍ଚ୍ଚନା କରିଛନ୍ତି ସାରଥିଙ୍କ ଅନୁଗାମୀ। କହିଛନ୍ତି ସାରଥୀ ଓ ମହାପ୍ରଭୁ ଜଗନ୍ନାଥ ଏକ୍। ଯାହାକୁ ନେଇ ଜଗନ୍ନାଥ ପ୍ରେମୀ ଓ ସଂସ୍କୃତି ଗବେଷକ ଅସନ୍ତୋଷ ଝାଡ଼ିଥିବାବେଳେ ମାମଲା ପହଞ୍ଚିଛି ଥାନାରେ।

Sarathi Baba
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ