Advertisment

ବନ୍ଧା ହେବେ କଂଗ୍ରେସ ନେତା

ଲୋୟର ପିଏମଜିରେ ହିଂସାକାଣ୍ଡ ଘଟଣା I ମିର୍ଜା ଇସଲାମ ବାଗ ଗିରଫ। ଇସଲାମ ବାଗ୍‌ ନାଁରେ ପୂର୍ବରୁ ରହିଛି ମାଳମାଳ ମାମଲା ।

Advertisment

ଲୋୟର ପିଏମଜିରେ ହିଂସାକାଣ୍ଡ ଘଟଣା I ମିର୍ଜା ଇସଲାମ ବାଗ ଗିରଫ। ଇସଲାମ ବାଗ୍‌ ନାଁରେ ପୂର୍ବରୁ ରହିଛି ମାଳମାଳ ମାମଲା । ଆଜି ଏକ ଠକେଇ ମାମଲା ମଧ୍ୟ ଯୋଡ଼ି ହୋଇଛି । ଅଭଯୁକ୍ତ ନାଁରେ କୋଟି କୋଟି ଟଙ୍କା ଠକେଇ କରିବା ଭଳି ସଂଗୀନ ମାମଲା ରହିଛି I ଧାରଣାସ୍ଥଳରୁ ସିସିଟିଭି ଫୁଟେଜରୁ ବହୁତ ଗୁଡିଏ ପ୍ରମାଣ ମିଳିଛି। କିଛି ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି। ଧରପଗଡ଼ ପାଇଁ ସ୍ୱତନ୍ତ୍ର ଟିମ ଗଠନ ହୋଇଛି ।

Advertisment
Congress Bhubaneswar DCP
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ