Advertisment

ଦୁଷ୍କର୍ମକାରୀ ବିରୋଧରେ ଲଟକା ଜାରି କଲା ପୋଲିସ

ଫେରାର୍ ନାବାଳିକା ଦୁଷ୍କର୍ମକାରୀ ବିରୋଧରେ ଲଟକା ଜାରି କଲା କମିଶନରେଟ ପୋଲିସ। ଆତ୍ମସମର୍ପଣ ନକଲେ ଘରେ ଥିବା ସବୁ ସମ୍ପତ୍ତି ଜବତ କରିବ ପୋଲିସ। କ୍ୟାପିଟାଲ ଥାନା ଅଂଚଳର ଅକ୍ଷୟ ନାୟକ ଓରଫ ନଣ୍ଡା ବିରୋଧରେ ଏଭଳି କଡା ପଦକ୍ଷେପ ଗ୍ରହଣ କରିଛି ପୋଲିସ।

ଅଦ୍ୟତନ ହୋଇଛି

Commissionerate Police
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ