Advertisment

ସ୍କୁଲରେ ପାଠ ପଢ଼ାଇଲେ ଜିଲ୍ଲାପାଳ

ଗଞ୍ଜାମ ଜିଲ୍ଲାପାଳ ଭି.କୀର୍ତ୍ତି ଭାସନ୍‌ଙ୍କ ପାତ୍ରପୁର ବ୍ଲକ ସୁବର୍ଣ୍ଣପୁର ବିଦ୍ୟାଳୟ ପରିଦର୍ଶନ। ହଠାତ ସ୍କୁଲରେ ପହଞ୍ଚି ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ପିଲାଙ୍କୁ ବହି ପଢ଼ାଇଲେ ଜିଲ୍ଲାପାଳ। ତେବେ ଅଷ୍ଟମ ଶ୍ରେଣୀ ପିଲା ଇଂରାଜୀ ବହି ପଢ଼ି ନପାରିବାକୁ ନେଇ ଜିଲ୍ଲାପାଳ ଚିନ୍ତାବ୍ୟକ୍ତ କରିଥିଲେ। ଅଷ୍ଟମ ଶ୍ରେଣୀ ପିଲା ବୋର୍ଡ ପରୀକ୍ଷା ଦେବେ, ଅଥଚ ଇଂରାଜୀ ଶବ୍ଦ ସଠିକ୍ ଉଚ୍ଚାରଣ କରିପାରୁ ନାହାନ୍ତି କାହିଁକି ବୋଲି ଉପସ୍ଥିତ ଶିକ୍ଷକଙ୍କୁ ପଚାରିଥିଲେ। ତେବେ ଯେଉଁ ପିଲା ଦୁର୍ବ,ଳ ସେମାନଙ୍କୁ ଅଧିକ ସମୟ ଦେବାକୁ ପରାମର୍ଶ ଦେଇଥିଲେ ଜିଲ୍ଲାପାଳ।

District Collector Subarnapur
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ