Coastal Villages Under Threat As Sea Levels Rise
Advertisment
ସମୁଦ୍ର ଆଁରେ ଗାଁ। ଆଖି ଆଗରେ ଭାସି ଯାଉଛି ଜନ୍ମମାଟି ମାଆ। ଅହନ୍ନିଶି ଅବିଶ୍ରାନ୍ତ ଢେଉ ମାଡ଼ରେ ଲୀନ ହେଉଛି ଘର ଦ୍ବାର। ଅନ୍ୟତ୍ର ଜୀବନ ଜୀଇଁବାକୁ ବାଧ୍ୟ ହେଉଛନ୍ତି ବେସାହାରା ପରିବାର। ଗଂଜାମ ଜିଲ୍ଲା ଚିକିଟି ବ୍ଲକ ରାମାୟାପାଟଣା ଗାଁର କାହାଣୀ...ଅଶାନ୍ତ ସମୁଦ୍ରର ଢେଉ ହେଉ କି ବତାସ ମାଡ଼, କେମିତି କଙ୍କାଳ ସମ ହୋଇଛି ମୁଣ୍ଡ ଗୁଞ୍ଜୁ ଥିବା ମତ୍ସଜୀବୀଙ୍କ ବାସ, ଚିତ୍ର ବଖାଣିବା ଦରକାର ନାହିଁ। ତଥାପି ପେଟପାଟଣା ପାଇଁ ଗାଁ ଛାଡ଼ି ଯିବାକୁ ଲୋକଙ୍କ ମନ ନାହିଁ କି ଭଙ୍ଗା ଦଦରା ଘର ସଜାଡ଼ିବାକୁ ଜୁ ବି ନାହିଁ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us