Advertisment

'ବ୍ୟବହାର ସୁଧାର, ବନ୍ଧୁଟିଏ ଭଳି ଲୋକଙ୍କ ଅଭିଯୋଗ ଶୁଣ'

ଜିଲ୍ଲାପାଳ-ଏସପିଙ୍କ ସମ୍ମିଳନୀରେ ପୋଲିସକୁ ମୁଖ୍ୟମନ୍ତ୍ରୀଙ୍କ ତାଗିଦ୍ । 'ବ୍ୟବହାର ସୁଧାର, ବନ୍ଧୁଟିଏ ଭଳି ଲୋକଙ୍କ ଅଭିଯୋଗ ଶୁଣ' ।

Advertisment

ଗୋଟିଏ ପଟେ ତାଗିଦ୍, ଅନ୍ୟପଟେ ଏ ସରକାର, ପୋଲିସ ସହ ଠିଆ ହୋଇଥିବାର ସନ୍ଦେଶ । ଜିଲ୍ଲାପାଳ ଓ ଏସ୍‌ପିଙ୍କ ମିଳିତ ସମ୍ମିଳନୀର ଦ୍ୱିତୀୟ ଦିନରେ ସମ୍ବୋଧିତ କରି ବିଶେଷ କରି ପୋଲିସ ପ୍ରଶାସନକୁ ସେବା ଓ ସୁରକ୍ଷାର ପାଠ ପଢ଼ାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଗତକାଲି ଭଳି ଥାନାରେ ତାଙ୍କ ପ୍ରତି ହୋଇଥିବା ପୋଲିସ ବ୍ୟବହାର କଥା ଦୋହରାଇ ସଫା ସଫା କହିଛନ୍ତି ଥାନାକୁ ଆସୁଥିବା ଲୋକ ସହ ଆଚରଣ ଓ ଉଚ୍ଚାରଣ ସର୍ବଦା ଭଲ ରଖ। 

Advertisment
Odisha Police Mohan Majhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ