CM Mohan Majhi in Puri to Review Rath Yatra Strategy with Temple Servitors
Advertisment
ପୁରୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରଥଯାତ୍ରାର ଆଗାମୀ ନୀତିକାନ୍ତି ନେଇ କରିବେ ଆଲୋଚନା । ଆୟୋଜନ ସମ୍ପର୍କରେ ଅବଗତ କରିବ ଜିଲ୍ଲା ପ୍ରଶାସନ । ଶ୍ରୀମନ୍ଦିର ସେବାୟତଙ୍କ ସହ ଆଲୋଚନା କାର୍ଯ୍ୟକ୍ରମ । ଶରଧାବାଲି ଅଘଟଣ ପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ପୁରୀ ଗସ୍ତ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us