Advertisment

ଜଳବାୟୁ ପରିବର୍ତ୍ତନ ପାଇଁ ସାମୁଦ୍ରିକ ମାଛର ମରୁଡି

ଜଳବାୟୁ ପରିବର୍ତ୍ତନ ପାଇଁ ସାମୁଦ୍ରିକ ମାଛର ମରୁଡି। ଯେଉଁ ମୁହାଣରେ ଦିନେ ଶହେ କିସମର ମାଛ ଧରାହେଉଥିଲା ଏବଂ ଯେଉଁ ବଜାରରୁ ସାରା ଦେଶକୁ ପଠାହେଉଥିଲା କିସମ କିସମର ମାଛ, ଆଜି ସେଠି ତାଲା ପଡିଛି। ତିନି ମାସ ହେବ ମତ୍ସ୍ୟଜୀବୀ ହତାଶ। ଦରିଆ ମଝିରୁ ଫେରୁଛି ଫାଙ୍କା ବୋଟ୍, ବନ୍ଦ୍ ହୋଇଗଲାଣି ଅନେକଙ୍କ ବେପାର। ବୃତ୍ତି ହରାଉଛନ୍ତି ମତ୍ସ୍ୟଜୀବୀ। ରାଜ୍ୟର ପ୍ରମୁଖ ସାମୁଦ୍ରିକ ମାଛ ବଜାର ବାଲେଶ୍ବର ବଳରାମଗଡିରୁ ଦେଖନ୍ତୁ ରିପୋର୍ଟ।

ଅଦ୍ୟତନ ହୋଇଛି

Climate Change
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ