ଦିବ୍ୟାଙ୍ଗ ବାପାର ବୋଝ ଉଠାଉଛି କୁନି ଝିଅ । ପାଠ ପଢ଼ୁଛି... ବାପାଙ୍କ କଥା ବୁଝୁଛି... ୩ୟ ଶ୍ରେଣୀରେ ସିନା ହେଲେ ଯେମିତି ୩୦ ବର୍ଷର ମଣିଷ ଭଳି ମୁଣ୍ଡାଇଛି ପରିବାରର ଦାୟିତ୍ୱ । ବଜାରରୁ ପାଉଁରୁଟି କିଣି ଗାଁ ଗାଁ ବୁଲି ବିକ୍ରି କରୁଛି ।