Advertisment

ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି କି ହଇଜା ସ୍ଥିତି ?

ଯାଜପୁର ଧର୍ମଶାଳା ପାଖର ଗାଁରେ ଯେଉଁଠୁ ଆରମ୍ଭ ହୋଇଥିଲା ଡାଇରିଆ। ଆଉ ସେଇଠି ସ୍ଥିତି ପରଖିବା ପାଇଁ ପହଞ୍ଚି ଥିଲେ ଆମ ଓଟିଭି ପ୍ରତିନିଧି ।

Advertisment

ଯାଜପୁର ଜିଲ୍ଲାରେ ହଇଜାର ପ୍ରକୋପ, ଆଉ ପରେ ୫ ଜିଲ୍ଲାକୁ ଝାଡ଼ବାନ୍ତି ଡେଇଁବା ପରେ ରାଜ୍ୟର ସବୁ ଜିଲ୍ଲାକୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ । ଯେତିକି ନମୁନା ପରୀକ୍ଷା ହୋଇଥିଲା ତା ମଧ୍ୟରୁ ୧୦ ପ୍ରତିଶତରେ କଲେରା ଜୀବାଣୁ ଚିହ୍ନଟ ହୋଇଛି। ଡାଇରିଆରେ ସଂପୂର୍ଣ୍ଣ ବ୍ରେକ୍ ଲାଗିନି, ହସପିଟାଲ୍ ଆସୁଥିବା ନୂଆ ରୋଗୀଙ୍କ ପାଖରେ ବି ଲକ୍ଷଣ ସାମାନ୍ୟ ରହୁଛି । ଆଜି ମୁଖ୍ୟ ଶାସନ ସଚିବ ସ୍ଥିତିକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ନେଇଥିବା ବେଳେ ଆସନ୍ତାକାଲି ଗ୍ରାଉଣ୍ଡ ଭିଜିଟ୍ କରିଥିବା କେନ୍ଦ୍ରୀୟ ଟିମ୍ ସହ ରହିଛି ମିଟିଂ । ଏପଟେ ଗ୍ରାଉଣ୍ଡକୁ ଯାଇ ସ୍ଥିତି ପରଖିଛି ଓଟିଭି ।

Advertisment
Odisha Diarrhea
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ