Chit Fund Scam Odisha
Advertisment
କ୍ଷତିଗ୍ରସ୍ତ ଚିଟଫଣ୍ଡ ଜମାକାରୀଙ୍କୁ କେବେ ମିଳିବ ଟଙ୍କା ? ଆଉ କେତେଦିନ ପରେ ସେମାନେ ଫେରି ପାଇବେ ନିଜ କଷ୍ଟ ଉପାର୍ଜିତ ଧନ ? ରାଜ୍ୟରେ ହୋଇଥିବା ଚିଟଫଣ୍ଡ ମହାଦୁର୍ନୀତିକୁ ୟା ଭିତରେ ଗୋଟିଏ ଦଶନ୍ଧି ବିତି ଯାଇଥିଲେ ବି ଏଯାଏଁ ନ୍ୟାୟ ପାଇ ନାହାନ୍ତି, ଲକ୍ଷ ଲକ୍ଷ ଜମାକାରୀ। ୟା ଭିତରେ ଚିଟଫଣ୍ଡ ଜମାକାରୀଙ୍କୁ ଟଙ୍କା ଫେରସ୍ତ ନେଇ ପୁଣି ତେଜିଛି ରାଜନୀତି। ମୁହାଁମୁହିଁ ହୋଇଛନ୍ତି ବିଜେପି-ବିଜେଡି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us