କିନ୍ନର ବେଶରେ ପିଲା ଚୋର
Advertisment
ଠାକୁରମୁଣ୍ଡାରୁ ଅପହୃତ ଶିଶୁକନ୍ୟା ଉଦ୍ଧାର । ଅପହରଣ କରିଥିବା କିନ୍ନରକୁ ଧରିଲେ କିନ୍ନର । ଯାଜପୁର ରୋଡ୍ ଥାନା କାଚହୁଡି ସାହିରୁ ଶିଶୁକନ୍ୟା ଉଦ୍ଧାର ।ଅପହରଣର ୩ ଦିନ ପରେ ଠାକୁରମୁଣ୍ଡାର ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି। କିନ୍ନର ବେଶରେ ଅପହରଣ କରିଥିବା ଛଦ୍ମବେଶୀକୁ ଧରାଇ ଦେଇଛି କିନ୍ନର ସଙ୍ଘ। ଯାଜପୁର ରୋଡ କିନ୍ନର ସଂଘର କର୍ମକର୍ତ୍ତା ଶିଶୁଟିକୁ ଉଦ୍ଧାର କରିଛନ୍ତି। ଅଭିଯୁକ୍ତ ଯାଜପୁର ରୋଡ୍ ଥାନା କାଚହୁଡ଼ି ସାହିରୁ ଲିପୁ ନାୟକ ବୋଲି ଜଣାପଡ଼ିଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us