ନିଶା ଆସିଲେନି ବୋଲି...
Advertisment
ନିଶା ଆସିଲେନି ବୋଲି ମଞ୍ଚ ଉପରେ ମଞ୍ଚ ତଳେ ଖଣ୍ଡ ଯୁଦ୍ଧ । ଯାତ୍ରା ଟେଣ୍ଟ ପାଲଟିଲା ରଣକ୍ଷେତ୍ର। ଗଞ୍ଜାମ ଜିଲ୍ଲାରେ ବିଭିନ୍ନ ପୌରାଣିକ ନାଟକ ଓ ଗାଁର ଯାତ୍ରାରେ ନୃତ୍ୟ ନାଁରେ ପରିବେଷଣ ହେଉଛି ଅଶ୍ଳୀଳତା। ବ୍ରହ୍ମପୁର ସଦର ଥାନା ଇଲାକା ଅଙ୍କୁଶପୁରରେ ବି ଏଭଳି ଦୃଶ୍ୟ ଦେଖାଦେଇଥିବା ବେଳେ ନିଶା ମହାରଣା ନ ଆସିବାରୁ ଲୋକେ ଚେୟାର ଫୋପାଡ଼ିବା ସହ ପାଟିତୁଣ୍ଡ କରିଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାକୁ ନିୟନ୍ତ୍ରଣ କରିଥିବା ବେଳେ ଆଗକୁ ଏଭଳି ଘଟଣା ଘଟିଲେ ଯାତ୍ରା ପାର୍ଟି ମାଲିକ ଓ ଯାତ୍ରା କମିଟି ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ବ୍ରହ୍ମପୁର ଏସପି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us