By: Santosh Kumar Sahoo
Last updated: 09 July 2024, 10:16 AM IST
ବଦଳୁଛି ସମୟ... ବଦଳୁଛି ଲୋକଙ୍କ ଜୀବନଶୈଳୀ । ଶାରୀରିକ ଓ ମାନସିକ ରୋଗରୁ ମୁକ୍ତି ପାଇଁ ଏଣିକି ସମସ୍ତେ ଜିମ ଯିବାକୁ ପସନ୍ଦ କରୁଛନ୍ତି । ବାଲେଶ୍ୱରର ଜିମ୍ ସେଣ୍ଟର୍ ଗୁଡ଼ିକରେ ପୁରୁଷଙ୍କଠୁ ଅଧିକ ଜମୁଛି ମହିଳାଙ୍କ ଭିଡ଼ ।