By: Sonali Ojha
Last updated: 26 June 2024, 02:06 PM IST
ଦିନେ ଦୁନିଆ କହିଥିଲା ତାଙ୍କୁ ଭିକ ମାଗିବାକୁ। ହେଲେ ସେ ଶୁଣିନଥିଲେ। ଭିନ୍ନକ୍ଷମ ବୋଲି କ’ଣ ଆତ୍ମସମ୍ମାନ ଭୁଲିଯିବେ? ସେ ସଂକଳ୍ପ ନେଇଥିଲେ ପରିବାର ଉପରେ ବୋଝ ହେବେ ନାହିଁ ନିଜେ ରୋଜଗାର କରିବେ, ନିଜ ପେଟ ନିଜେ ପୋଷିବେ।