ଅଦ୍ୟତନ ହୋଇଛି
ହାତ ଛାଡ଼ିଦେଲେ ସରକାର !
Advertisment
ବାଦ ବିବାଦ, ଆନ୍ଦୋଳନ ପରେ ବିଷ୍ଣୁପଦଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଲେ ସରକାର । ହାତରୁ ୩ଟି ବିଭାଗ କାଢି ସାଧାରଣ ପ୍ରଶାସନର ଓଏସ୍ଡି ଭାବେ ବସାଇଲେ । କିନ୍ତୁ ପ୍ରଶ୍ନ କେବଳ ସିବିଆଇ ସମନ ନା ଆଉ କିଛି ପ୍ରାଥମିକ ପ୍ରମାଣ ବି ଲାଗିଛି ସରକାରଙ୍କ ପାଖରେ। ଏବେ ଚର୍ଚ୍ଚା- ଖାଲି ଓଏସ୍ଡି କରିବେ ନା ବିଭାଗୀୟ ପ୍ରୋସିଡିଂ ବି ହୋଇପାରେ । ଅନ୍ୟପଟେ ସରକାରୀ ପଦକ୍ଷେପ ପରେ ସିବିଆଇ ଆକ୍ସନ କ’ଣ ହେବ ତାକୁ ନେଇ ବି ପାୱାର କରିଡରରେ ଚର୍ଚ୍ଚା ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us