Advertisment

ସ୍ୱାମୀ ପର, ପ୍ରେମିକ ମୋର ନିଜର

ସ୍ତ୍ରୀ ହାତରୁ ଶଙ୍ଖା ଖୋଲି ଦେଇ ସ୍ବାମୀ ହାତରେ ଧରାଇ ଦେଇଛି। ଦେଖନ୍ତୁ ଏ ଦୃଶ୍ୟକୁ । ପ୍ରେମିକ ପାଇଁ କିଭଳି ଏଠି ସ୍ୱାମୀ ଆଗରେ ସ୍ତ୍ରୀ ମଥାରୁ ପୋଛି ଦେଇଛି ସିନ୍ଦୂର। ଖାଲି ସେତିକି ନୁହେଁ ବର୍ଷ ବର୍ଷ ଧରି ସ୍ୱାମୀର ଦୀର୍ଘାୟୁ ମନାସି ହାତରେ ପିନ୍ଧିଥିବା ବ୍ରତକୁ ବି ଖୋଲି ସ୍ୱାମୀକୁ ଧରାଇଛି। ପରକୀୟା ପ୍ରିତି ଧରାପଡିବା ପରେ ଏଭଳି କିଛି ଦୃଶ୍ୟ ଗାଁ ଦାଣ୍ଡରେ ଦେଖିବାକୁ ମିଳିଛି।

Love Marriage Marriage Dhenkanal
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ