BTech, MBA Graduates Apply for Class 5 Pass Home Guard Posts in Odisha
Advertisment
ହୋମଗାର୍ଡ ଚାକିରି ପାଇଁ ବାହାରିଛି ପଦବୀ। ଏଥିପାଇଁ ଶିକ୍ଷାଗତ ଯୋଗ୍ୟତା ପଞ୍ଚମ ପାସ୍ ରହିଥିବା ବେଳେ ଆବେଦନ କରୁଛନ୍ତି ବିଟେକ୍ ତଥା ଏମବିଏ ଓ ଏମସିଏ ଡିଗ୍ରୀଧାରୀ। ହୋମଗାର୍ଡ ଚାକିରି ପାଇଁ ବହୁ ଉଚ୍ଚଶିକ୍ଷିତ ଯୁବବର୍ଗ ପରୀକ୍ଷା ଦେଇଥିବା ଜଣାଯାଇଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us