Advertisment

ଚତୁର୍ଥୀ ଦିନ ସ୍ତ୍ରୀ କହୁଛି ମୁଁ ପ୍ରେମିକ ପାଖକୁ ଯିବି

ଟିକନ ବାହାହେବା ପରେ ଚତୁର୍ଥୀ ଦିନ ପ୍ରେମିକ ସହ ରହିବାକୁ ସ୍ତ୍ରୀ ଜିଦ୍‌ ଧରିଥିଲେ । ଆଉ ସ୍ୱାମୀଙ୍କ ସହ ନରହି ପ୍ରେମିକ ଶିବୁ ଦେହୁରୀଙ୍କ ନିକଟକୁ ଚାଲିଯିବାକୁ ଥାନାରେ କହିଥିଲେ । ଫଳରେ ପୋଲିସ ନିକଟରେ ହଟହଟ୍ଟା ହୋଇଥିଲେ ଉଭୟ ପରିବାର ।

Advertisment

ପରିବାର ସମ୍ମତିରେ ବାହାଘର ହେଲା । ସମସ୍ତଙ୍କ ଆଗରେ ହାତଗଣ୍ଠି ପଡ଼ିଲା । ଉଭୟ ଉଭୟଙ୍କୁ ଜୀବନ ସାଥି ଭାବେ ବାଛି, ୭ ଜନମ ଏକାଠି ରହିବାକୁ କଥା ଦିଆନିଆ ହେଲେ । କିନ୍ତୁ ଠିକ୍‌ ଚତୁର୍ଥୀ ଦିନ ସ୍ତ୍ରୀ କହିଲା ମୋର ଦରକାର ମୋ ପ୍ରେମିକ । ସ୍ତ୍ରୀର ଏପରି ହରକତ ପରେ ଥାନାକୁ ଗଲା ଘଟଣା । ପୋଲିସ ସେମାନଙ୍କ ସହ ଆଲୋଚନା କରି ବୁଝାସୁଝା କଲେ, ହେଲେ ସ୍ତ୍ରୀ ମୁଣ୍ଡକୁ ଚଢ଼ିଥିବା ସେ ପ୍ରେମିକ ଭୂତ ଆଉ ଓହ୍ଲାଇଲାନି ।

Advertisment
After Marriage Talcher Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ