Car
Advertisment
ପୁରୀ ଜଗନ୍ନାଥ ବଲ୍ଲଭ ମଲ୍ଟି ଲେବଲ କାର୍ ପାର୍କିଂରେ ଅଘଟଣ। ପାର୍କିଂର ପ୍ରଥମ ମହଲାରୁ ତଳକୁ ଖସିପଡିଲା ବୋଲେରୋ ଗାଡି। ଗାଡ଼ି ପାର୍କିଂ ସମୟରେ ତଳକୁ ଖସିପଡିଲା ବୋଲେରୋ ଗାଡି। ଗୁରୁତର ଅବସ୍ଥାରେ ଡ୍ରାଇଭରଙ୍କୁ ପୁରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଡ୍ରାଇଭର ଜଣକ ଧାମରା ଅଞ୍ଚଳର ବୋଲି ଜଣାପଡିଛି। ଭାରସାମ୍ୟ ହରାଇ ଗାଡିଟି ତଳକୁ ଖସି ଯାଇଥିବା ସୂଚନା ମିଳିଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us