Advertisment

Child Sale Case: ବଲାଙ୍ଗିରରେ ଶିଶୁବିକ୍ରି ମାମଲା ... ଓଟିଭିରେ ପ୍ରସାରଣ ପରେ ତତ୍ପର ହେଲା ପ୍ରଶାସନ

ଅଭାବୀ ମାର ଛାତିଫଟା କଥା । ଅଭାବ ଯୋଗୁ ଛୁଆକୁ ପରିପୋଷଣ କରିପାରିବି ନାହିଁ । ତେଣୁ ଭଲରେ ରହିବ ବୋଲି, ଅନ୍ୟ ହାତକୁ ଟେକିଦେଲି । କିନ୍ତୁ କାହିଁକି ଓ କଣ ପାଇଁ, ନିଜ ରକ୍ତମାଂସର ଛୁଆକୁ ଜନ୍ମ ପରେ ବିକ୍ରୀ କରିଦେଲା ମା ?

Advertisment

ବଲାଙ୍ଗିରରେ ଶିଶୁବିକ୍ରୀ କଥା ପ୍ରଥମେ ଓଟିଭିରେ ପ୍ରଘଟ ହେବା ପରେ ତତ୍ପର ହେଲା ପ୍ରଶାସନ । ଆରମ୍ଭ ହେଲା ଘଟଣାର ତଦନ୍ତ। ଅଭାବ ଯୋଗୁଁ, ପିଲାଙ୍କୁ ଦେଇ ପାଂଚ ହଜାର ଅଗ୍ରୀମ ନେଇଥିବା ସ୍ବୀକାର କଲେ ମା। ହସପିଟାଲରେ ଡିଲ ହୋଇଥିବା କଥା ବି ଜଣାପଡିଲା । ମଧ୍ୟସ୍ଥିକୁ ଠାବ କରି, ବିକ୍ରୀ ଶିଶୁକୁ ଉଦ୍ଧାର କରିଛି ପ୍ରଶାସନ । ଏବେ ଶିଶୁବିକ୍ରୀ ପଛରେ ଏକ ବଡ ରାକେଟ କାମ କରୁଥିବା ସନ୍ଦେହ କରିଛି ଶିଶୁ ମଂଗଳ କମିଟି ।

Advertisment
Bolangir Child Rescue
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ