NISA-MUKTA
Advertisment
ନିଶା ମୁକ୍ତ ଭାରତ ଗଠନର ସଂକଳ୍ପ ନେଇ "ନମୋ ଯୁବ ମାରାଥନ"। ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଆୟୋଜିତ ହୋଇଛି ମାରାଥନ । କଳିଙ୍ଗ ଷ୍ଟାଡିୟମ୍ ରୁ ଜନତା ମଇଦାନ ପର୍ଯ୍ୟନ୍ତ ଏହି ମାରାଥନ ଯିବ । ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ସହ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ଅନ୍ୟ ବିଶିଷ୍ଟ ଅତିଥି ମାନେ ସାମିଲ ହେବେ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us