BJD Slams Cabinet’s New Reservation Policy in Education, Calls It Vague and Incomplete
Advertisment
#ଆଂଶିକ_ସଂରକ୍ଷଣ_ପାଇଁ_ଆଂଶିକ_ଧନ୍ୟବାଦ’
ଶିକ୍ଷା କ୍ଷେତ୍ରରେ ନୂଆ ସଂରକ୍ଷଣ ନେଇ କ୍ୟାବିନେଟ୍ ନିଷ୍ପତ୍ତି ପରେ ତେଜିଛି ରାଜନୀତି । ନାମଲେଖାରେ ଆର୍ଥିକ ଓ ସାମାଜିକ ଦୃଷ୍ଟିରୁ ପଛୁଆ ବର୍ଗକୁ ସଂରକ୍ଷଣ ମିଳିବା ନିଷ୍ପତ୍ତିକୁ ପ୍ରହେଳିକା ବୋଲି କହିଛି ବିଜେଡି। ଆଂଶିକ ସଂରକ୍ଷଣ ଦିଆଯାଇଥିବାରୁ ସରକାରଙ୍କୁ ଆଂଶିକ ଧନ୍ୟବାଦ ଦେଉଛି ବୋଲି କହିଛନ୍ତି ବିଜେଡି ବିଧାୟକ ଅରୁଣ କୁମାର ସାହୁ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us