Advertisment

Oil Plant in Jajpur: ଯାଜପୁରରେ ମେଗା ତୈଳ ପ୍ଲାଣ୍ଟ, ଖୋଲିବ ୪ ହଜାର ନିଯୁକ୍ତି

ଶିଳ୍ପ କ୍ଷେତ୍ରରେ ଆହୁରି ସମୃଦ୍ଧ ହେବ ଓଡିଶା । ଯାଜପୁରରେ ହେବ ଅଶୋଧିତ ଗଚ୍ଛିତ ତୈଳ ପ୍ଲାଣ୍ଟ। ୮,୭୪୩ କୋଟି ଟଙ୍କା ବ୍ୟୟରେ ପ୍ରତିଷ୍ଠା ହେବ କାରଖାନା । ସୃଷ୍ଟି ହେବ ପ୍ରାୟ ୪,୦୦୦ ନିଯୁକ୍ତି ସୁଯୋଗ ।

ଅଦ୍ୟତନ ହୋଇଛି
Advertisment

ଶିଳ୍ପ କ୍ଷେତ୍ରରେ ଆହୁରି ସମୃଦ୍ଧ ହେବ ଓଡିଶା । ଯାଜପୁରରେ ହେବ ଅଶୋଧିତ ଗଚ୍ଛିତ ତୈଳ ପ୍ଲାଣ୍ଟ। ୮,୭୪୩ କୋଟି ଟଙ୍କା ବ୍ୟୟରେ ପ୍ରତିଷ୍ଠା ହେବ କାରଖାନା । ସୃଷ୍ଟି ହେବ ପ୍ରାୟ ୪,୦୦୦ ନିଯୁକ୍ତି ସୁଯୋଗ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆଦିଲ୍ଲୀରେ ଦୁଇ ଦିନିଆ ନିବେଶ ସମ୍ମିଳନୀରେ ଯୋଗ ଦେଇଥିଲେ । ଯେଉଁଥିରେ ୧ଲକ୍ଷ ୩ ହଜାର ୯୦ କୋଟି ଟଙ୍କାର ନିବେଶ ପ୍ରତିଶ୍ରୁତି ମିଳିଛି । ଏଥିରେ ରହିଛି ଯାଜପୁର ଜିଲ୍ଲାର ଚଣ୍ଡିଖୋଲରେ ଦୀର୍ଘ ଦିନ ଧରି ଅଟକି ରହିଥିବା ୮,୭୪୩ କୋଟି ଟଙ୍କାର ଅଶୋଧିତ ତୈଳ ସଂରକ୍ଷଣ ।

Advertisment
Odisha Industrial Projects Chief Minister Mohan Majhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ