Advertisment

Underground Metro: ଭୁବନେଶ୍ୱରରେ ମାଟି ତଳେ ଗଡ଼ିବ ମେଟ୍ରୋ !

ଆହୁରି ସୁନ୍ଦର ହେବ ଭୁବନେଶ୍ବର । ଦୂର ହେବ ଯାତ୍ରୀଙ୍କ କଷ୍ଟ । ମାଟି ତଳେ ଗଡ଼ିବ ମେଟ୍ରୋ । ରାସ୍ତା ବି ପାଇବ ନୂଆ ରୂପ । ଭୁବନେଶ୍ୱରରେ ମେଟ୍ରୋ ଚଳାଚଳ ପାଇଁ ନୂଆ ସରକାର ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଉଛନ୍ତି ।

Advertisment

ଆହୁରି ସୁନ୍ଦର ହେବ ଭୁବନେଶ୍ବର । ମାଟି ତଳେ ଗଡ଼ିବ ମେଟ୍ରୋ । ରାସ୍ତା ବି ପାଇବ ନୂଆ ରୂପ । ଭୁବନେଶ୍ୱରରେ ମେଟ୍ରୋ ଚଳାଚଳ ପାଇଁ ନୂଆ ସରକାର ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଉଛନ୍ତି । ପୂର୍ବରୁ ମେଟ୍ରୋ ପ୍ରକଳ୍ପର ସଫଳ ରୂପାୟନ ପାଇଁ ଗଠନ ହୋଇଥିବା ନୂଆ କମିଟି ମେଟ୍ରୋ ଚାଲୁଥିବା ସହରକୁ ଯାଇ ତଥ୍ୟ ସଂଗ୍ରହ କରିଥିଲା । କମିଟିର ସୁପାରିସ ଆଧାରରେ ଖୁବ୍ ଶୀଘ୍ର ଡିପିଆର୍ ପ୍ରସ୍ତୁତି ସରିବ ବୋଲି କୁହାଯାଇଥିଲା । ହେଲେ ଏବେ ମେଟ୍ରୋ ଡିପିଆର୍ ବିଷୟରେ ସରକାର ସମ୍ପୂର୍ଣ୍ଣ ତଥ୍ୟ ଦେଇନଥିଲେ ମଧ୍ୟ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରି ଚନ୍ଦନ ମେଟ୍ରୋକୁ ନେଇ କିଛି ନୂଆ ସୂଚନା ଦେଇଛନ୍ତି । 

Advertisment
Bhubaneswar Metro Rail Project
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ