Advertisment

ନିଶା ବେପାରରେ ସାମିଲ ଅଭିଯୁକ୍ତ ଘର ଆଗରେ ଲାଗିଲା ଲଟ୍‌କା

ନିଶା ବେପାରରେ ସାମିଲ ଅଭିଯୁକ୍ତ ଘର ଆଗରେ ଲାଗିଲା ଲଟ୍କା। ଭୁବନେଶ୍ବର ନାଗେଶ୍ବର ଟାଙ୍ଗୀରେ ନୋଟିସ୍ ଲଗାଇଲା ପୋଲିସ। ୩୦ ଦିନରେ ହାଜର ନ ହେଲେ ବାଜ୍ୟାପ୍ତି ହେବ ସମ୍ପତ୍ତି। ୨୦୧୩ରେ ଅଭିଯୁକ୍ତ ନାଁରେ ୱାରେଣ୍ଟ କରିଥିଲେ ପାରଳାଖେମୁଣ୍ଡି କୋର୍ଟ

Advertisment

ଫେରାର ନିଶା ମାଫିଆ ସାବଧାନ। ଧରା ନଦେଲେ ବ୍ୟାଜାପ୍ତି ହେବ ସମ୍ପତ୍ତି। ଘରେ ଲାଗିବ ଲଟକା । ଆଜି ଲିଙ୍ଗରାଜ ଥାନା ନାଗେଶ୍ୱର ଟାଙ୍ଗିରେ ନିଶା ମାଫିଆ ଲୋକନାଥ ସାମଲ ଘରେ ଲାଗିଛି ଲଟକା। ଘର ସମ୍ମୁଖରେ ବାଜିଛି ଡେଙ୍ଗୁରା। ମାସେ ଭିତରେ ହାଜର ପାଇଁ କୋର୍ଟଙ୍କ ନିର୍ଦ୍ଦେଶ ରହିଛି। ହାଜର ନହେଲେ ବ୍ୟାଜାପ୍ତି ହେବ ସମ୍ପତ୍ତି । 

Advertisment
Bhubaneswar Commissionerate Police
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ