Advertisment

ବୁଲେଟ୍‌ ସାଇଲେନ୍ସରରେ ଚଢ଼ିଲା ରୋଲର

ସହର ସାରା ବୁଲି ବିକଟାଳ ଶବ୍ଦ କରୁଥିଲେ । ମୋଡିଫାଏଡ୍‌ ସାଇଲେନ୍ସର ଲଗାଇ ଲୋକଙ୍କ କାନ ଫଟାଇ ଦେଉଥିଲେ । ଆଉ ଶେଷରେ ଆକ୍ସନ୍ ନେଲା ପୋଲିସ୍ । ବୁଲେଟ୍‌ ରାଜାଙ୍କୁ ସାବାଡ୍‌ କଲା ଭଦ୍ରକ ପୋଲିସ୍ । ସହରରେ ଗଜର୍ନ କରି ବୁଲୁଥିବା ୨୫୦ରୁ ଅଧିକ ମୋଡିଫାଏଡ୍‌ ସାଇଲେନ୍ସରକୁ ଜବତ କରି ରୋଡ୍‌ ରୋଲର ଚଢ଼ାଇ ଉଦାହରଣ ସୃଷ୍ଟି କରିଛି ଭଦ୍ରକ ପୋଲିସ୍ ।

Bhadrak
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ