Advertisment

ସାବଧାନ ଗ୍ରାହକ ! ବଜାରରେ ମିଳୁଛି ଚାଇନା ରସୁଣ

ବଜାରରେ ଚଢ଼ା ଦରରେ ବିକ୍ରି ହେଉଛି ରସୁଣ । କେଉଁଠି ୪ଶହ ତ ପୁଣି କେଉଁଠି ୪ଶହ ପାର୍‌ କଲାଣି । ଆମ ଓଡ଼ିଆ ରୋଷେଇ ଘରର ମସଲା ଭାବେ ରସୁଣର ସ୍ୱତନ୍ତ୍ର ସ୍ଥାନ ରହିଛି । ଯାହାକି ପ୍ରାୟ ପ୍ରତ୍ୟେକ ରୋଷେଇରେ ବ୍ୟବହାର କରାଯାଏ । ତେବେ ଦର୍ଶକ ବନ୍ଧୁ ରସୁଣକୁ ନେଇ ଏବେ ଏକ ବଡ଼ ଖବର ସାମ୍‌ନାକୁ ଆସିଛି । ୨୦୧୪ରୁ ଭାରତ ବଜାରରେ ବ୍ୟାନ୍‌ ହୋଇଥିବା ଚାଇନା ରସୁଣ ପୁଣି ଏବେ ମାର୍କେଟ୍‌ରେ ଉପଲବ୍ଧ ହେଲାଣି । ଯାହାକି ଏବେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି

Advertisment
Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ