Advertisment

ଦୀଘା ଗୋଟେ ପର୍ଯ୍ୟଟନ ସ୍ଥଳୀ, ଧାମ୍ ନୁହଁ

ଚୈତନ୍ୟ ପ୍ରଭୁ ପୁରୀ ଜଗନ୍ନାଥ ଧାମ କୁ ଆସିଥିଲେ। ଆମେ ବଙ୍ଗୀୟ ହେଲେ ବି ପୁରୀ ଆସିବୁ। କାରଣ ଚାରିଧାମ ରୁ ଏ ହେଉଛି ଅନ୍ୟତମ।

Advertisment

ସ୍ନାନ ପୂର୍ଣ୍ଣିମା ରେ ପୁରୀ କୁ ଆସି ଥିବା ବଙ୍ଗୀୟ ଭକ୍ତ, ଜଗନ୍ନାଥ ଧାମ୍ ବିବାଦ ନେଇ ମମତା ବାନାର୍ଜୀ ଙ୍କ ଉପରେ ବର୍ଷି ଛନ୍ତି। ପୁରୀ ପୁରୀ, ଦିଘା ଦିଘା। ଦିଘା ଗୋଟେ ପର୍ଯ୍ୟଟନ ସ୍ଥଳୀ, ଧାମ୍ ନୁହଁ। ମମତା ଦିଦି ରାଜନୀତି କରୁଛନ୍ତି। ଚୈତନ୍ୟ ପ୍ରଭୁ ପୁରୀ ଜଗନ୍ନାଥ ଧାମ କୁ ଆସିଥିଲେ। ଆମେ ବଙ୍ଗୀୟ ହେଲେ ବି ପୁରୀ ଆସିବୁ। କାରଣ ଚାରିଧାମ ରୁ ଏ ହେଉଛି ଅନ୍ୟତମ।

Advertisment
Srimandir Snana Purnima
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ