Bali Jatra
Advertisment
ସ୍କ୍ରିମ୍ ଟାୱାର, ସୁନାମୀ, ଫ୍ରିସ ବି । ଏଥର ବାଲିଯାତ୍ରାର ସୋ ଷ୍ଟପର ସାଜିଛି ଏସବୁ ନୂଆ ଦୋଳି । ପ୍ରଥମଥର ପାଇଁ ବାଲିଯାତ୍ରାରେ ପଡିଥିବା ଏହି ଆଡଭେଂଚର୍ସ ଦୋଳିର ମଜା ଉଠାଇବାକୁ ଦିନ ତମାମ ଲାଗୁଛି ଭିଡ । ସେପଟେ ରାତିର ଅନ୍ଧାରକୁ ଚିରି ରଙ୍ଗୀନ ଆଲୁଅରେ ଦର୍ଶକଙ୍କୁ ବାନ୍ଧି ରଖୁଛି ଓଡ଼ିଶାର ସଂସ୍କୃତି ଓ ପରମ୍ପରାକୁ ନେଇ ଚିତ୍ତାକର୍ଷକ ଲେଜର୍ ସୋ' ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us