Advertisment

ପୁଅଠି ଲାଗିବ ବାପାଙ୍କ କିଡନୀ

୭୧ ବର୍ଷରେ ବି ବୁଢାବାପାଟି କିଡନୀ ଦେବାକୁ ରାଜି। ମାତ୍ର କିଡନୀ ପ୍ରତ୍ୟାରୋପଣ ପାଇଁ ଅର୍ଥ ସାଜିଛି ବାଧକ। କିଡନୀ ଟ୍ରାନ୍ସପ୍ଲାଣ୍ଟ କରିବାକୁ ହେଲେ ୩୫ ଲକ୍ଷ ଟଙ୍କା ଦରକାର।

Advertisment

କି ଭାଗ୍ୟ ମୋର... ଆଉ ଲୁହ ନାହିଁ, ଜୀବନ ସାରା କାନ୍ଦି କାନ୍ଦି ଆଉ କାନ୍ଦିବାକୁ ମୋର ଲୁହ ନାହିଁ... ଦୟାକର ମୋତେ ବାବୁ, ମୋ ପୁଅକୁ ବଞ୍ଚାଇ ଦିଅ... ଏପରି କହି ଘରକୁ ଘର ବୁଲି ଭିକ ମାଗୁଛି ମାଆ। ଭେଣ୍ଡିଆ ପୁଅକୁ ବିଛଣାରେ ଏ ଅବସ୍ଥାରେ ଦେଖି ମାଆର ଛାତି ଫାଟିଯାଉଛି। ଶେଷରେ ବାଧ୍ୟ ହୋଇ ବାର ଦୁଆରେ କାନି ପତାଉଛି ଏ ନିରୀହ ମାଆଟି, ସେପଟେ ବାପା ବି କିଡନୀ ଦେବାକୁ ପ୍ରସ୍ତୁତ। କିନ୍ତୁ ସବୁରି ମୂଳରେ ଅର୍ଥ ସାଜିଛି ବାଧକ...

Advertisment
Kidney Transplant Baleswar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ