ସ୍ୱାମୀଙ୍କ ଭୁଲ ପାଇଁ ସଂସାରରେ ଉଠିଛି ଝଡ଼ । ଅଜବ ଯୁକ୍ତି କାହିଁକି ପୁତ୍ର ସନ୍ତାନ ଜନ୍ମ ଦେଲାନି ସ୍ତ୍ରୀ ? ଝିଅ ହେଲା ବୋଲି ବାପା କହୁଛି ଏ ପିଲା ନୁହେଁ ମୋର ।