By: Pallipuspa Samal
Last updated: 22 October 2024, 12:09 PM IST
ସେଥିଲା ପ୍ରଥମ ସନ୍ତାନ... ଉତ୍ସାହ ଭରି ରହିଥିଲା ମନରେ । ଭଗବାନ ବି ମନକଥା ଜାଣି କୋଳରେ ଲକ୍ଷ୍ମୀଟିଏ ଦେଲେ । ତାକୁ ଧରି ତୃପ୍ତ ହେଲେ ବାପା-ମା’ । ହେଲେ ଏବେ ସେହି ଭଗବାନ ତାଙ୍କ ପରୀକ୍ଷା ନେଉଛନ୍ତି ।