Advertisment

ଫାଇଭ-ଟି ସ୍କୁଲ ରୂପାନ୍ତରୀକରଣ ନାଁରେ କୋଟି କୋଟି ଟଙ୍କା ଚଳୁକରଣର ଆଉ ଏକ ସାଂଘାତିକ ଅଭିଯୋଗ

ଏହି ଦୁର୍ନୀତିରେ ତତ୍କାଳୀନ ଜିଲ୍ଲାପାଳଙ୍କ ସଂପୃକ୍ତି ସଂପର୍କରେ ପ୍ରଶ୍ନ ଉଠାଇବା ସହ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛି ବିଜେପି ।

Advertisment

ଫାଇଭ-ଟି ସ୍କୁଲ ରୂପାନ୍ତରୀକରଣ ନାଁରେ କୋଟି କୋଟି ଟଙ୍କା ଚଳୁକରଣର ଆଉ ଏକ ସାଂଘାତିକ ଅଭିଯୋଗ । ସ୍କୁଲ କାନ୍ଥ ଓ କବାଟ-ଝରକାରେ ଷ୍ଟିକରିଂ ପାଇଁ ଡିଏମ୍ଏଫ୍ ପାଣ୍ଠିରୁ ପ୍ରାୟ ସାଢ଼େ ୮ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଅଭିଯୋଗ, ତା ପୁଣି ବିନା ଟେଣ୍ଡରରେ ଏବଂ ପୂରା ଜିଲ୍ଲାପାଇଁ ଗୋଟିଏ ମାତ୍ର ସଂସ୍ଥାକୁ । ଏହି ଦୁର୍ନୀତିରେ ତତ୍କାଳୀନ ଜିଲ୍ଲାପାଳଙ୍କ ସଂପୃକ୍ତି ସଂପର୍କରେ ପ୍ରଶ୍ନ ଉଠାଇବା ସହ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛି ବିଜେପି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ