Advertisment

ଚିକିତ୍ସା କ୍ଷେତ୍ରରେ ଏକମୋ ମେସିନର ମିରାକେଲ୍

SCBରେ ୯ ଏକମୋ ମେସିନ ସତ୍ତ୍ବେ କାହିଁକି ନଗଣ୍ୟ ସଫଳତା ହାର ?

Advertisment

ଭୁବନେଶ୍ବର ଏମ୍ସରେ ଦୁଇ ଘଣ୍ଟା ହାର୍ଟବିଟ୍ ବନ୍ଦ ଥିବା ଜଣେ ସୈନିକଙ୍କୁ ନିକଟରେ ନୂଆ ଜୀବନ ଦେଇଛି- ଏକ୍ସଟ୍ରାକର୍ପୋରିଅଲ୍ ମେମ୍ବ୍ରାନ୍ସ ଅକ୍ସିଜିନେସନ୍ ବା ଏକମୋ ମେସିନ୍। ଏକମୋର ଏଭଳି ଚମତ୍କାରିତାକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା। ତେବେ କୋଭିଡ୍ ସମୟରେ ରାଜ୍ୟକୁ ପ୍ରଥମ ଥର ପାଇଁ ଆସିଥିବା ୯ ଏକମୋ ମେସିନ୍ ଏବେ କରୁଛି କ’ଣ ? ଏହା ସହାୟତାରେ କିଭଳି ଚାଲିଛି ଚିକିତ୍ସା ସେବା? କେତେ ରୋଗୀଙ୍କୁ ନୂଆ ଜୀବନ ଦେଲାଣି ଏ ଲାଇଫ୍ ସେଭିଙ୍ଗ୍ ମେସିନ୍ ?

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ