Advertisment

ମଞ୍ଚରେ ଅଭିନୟ କରୁଥିଲେ, ଆସିଲା ବାପାଙ୍କ ମୃତ୍ୟୁ ଖବର ଆଉ ତାପରେ...

ଯାତ୍ରା କୋଣାର୍କର ମଞ୍ଚରେ ଅଭିନୟ କରୁଥିଲେ। ଖବର ଆସିଲା ଚାଲିଗଲେ ବାପା...ସବୁ ଲୁହ ଓ କୋହକୁ ଚାପି ରଖିଲେ କଳାକାର ଆଉ ମଞ୍ଚ ଉପରେ କଲେ ନିିଚ୍ଛକ ଅଭିନୟ... ଏମିତି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ବଡ଼ମ୍ୱା ମାଣିଆବନ୍ଧର ଯାତ୍ରା କୋଣାର୍କ ମଞ୍ଚରେ...

Jatra Artist Odia Actor
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ