Advertisment

K Deepika: ୫ ବର୍ଷର ପରେ ବି ମିଳିଲାନି ନ୍ୟାୟ, ଧାରଣାକୁ ଫେରିବେ ଦୀପିକା

ବିବାହ କରିବାର ପ୍ରତିଶ୍ରୁତି ମିଳିଥିଲା । ପ୍ରେମ ସମ୍ପର୍କରୁ ମା’ ହୋଇଥିଲେ ଦୀପିକା । ହେଲେ ନା ପ୍ରେମିକ ସ୍ୱାମୀ ହେଲା ନା ପିଲାକୁ ମିଳିଲା ବାପାର ପରିଚୟ । ନ୍ୟାୟ ପାଇଁ ପ୍ରାୟ ୫ ବର୍ଷର ଲଢ଼େଇ ପରେ ବି ଏବେ ବି ଏକାକୀ ଦୀପିକା ।

ଅଦ୍ୟତନ ହୋଇଛି
Advertisment

ବିବାହ କରିବାର ପ୍ରତିଶ୍ରୁତି ମିଳିଥିଲା । ପ୍ରେମ ସମ୍ପର୍କରୁ ମା’ ହୋଇଥିଲେ ଦୀପିକା । ହେଲେ ନା ପ୍ରେମିକ ସ୍ୱାମୀ ହେଲା ନା ପିଲାକୁ ମିଳିଲା ବାପାର ପରିଚୟ । ନ୍ୟାୟ ପାଇଁ ପ୍ରାୟ ୫ ବର୍ଷର ଲଢ଼େଇ ପରେ ବି ଏବେ ବି ଏକାକୀ ଦୀପିକା । ନ୍ୟାୟ ପାଇଁ ଚାଲିଛି ଲଢ଼େଇ । ପିଲାର ଭବିଷ୍ୟତ ପାଇଁ କରୁଛନ୍ତି ସଂଘର୍ଷ । ମଙ୍ଗଳବାର ଦିନ ଏମିତି କିଛି ଅଭିଯୋଗ ନେଇ ବ୍ରହ୍ମପୁର ଏସ୍‌ପି ଶ୍ରବଣ ବିବେକ ଏମ୍‌.ଙ୍କୁ ଭେଟି ନ୍ୟାୟ ମାଗିଛନ୍ତି କେ. ଦୀପିକା । ଆଉ ତାଙ୍କ ପିଲା ପାଇଁ କରିଛନ୍ତି ଗୁହାରୀ । 

Advertisment
Berhampur Deepika Love Sex And Dhoka
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ