ଅଦ୍ୟତନ ହୋଇଛି
Hut with water for Birds
Advertisment
ରାସ୍ତାକଡ଼ରେ ଶୁଖିଲା ପତ୍ରରେ ତିଆରି ହୋଇଛି ସୁନ୍ଦର ଏକ କୁଟିଆ। ପଥଚାରୀମାନେ ଯିଏ ବି ଦେଖୁଛନ୍ତି ଘଡ଼ିଏ ଅଟକି ଯାଉଛନ୍ତି । କୁଡିଆଟି ବାହାରୁ ଦେଖିବାକୁ ଯେତେ ସୁନ୍ଦର ଭିତରୁ ସେତିକି ଆକର୍ଷଣୀୟ । ଥରେ ଦେଖନ୍ତୁ କିପରି ଧାଡ଼ି ଧାଡ଼ି ଅଖାରେ ନିର୍ମିତ ଥଳିରେ ଝୁଲା ଯାଇଛି ପାଣି ବୋତଲ। ଯାହା ଅବିକଳ ବାଇଚଢେଇ ବସାର ଭ୍ରମ ସୃଷ୍ଟି କରୁଛି । ବରଗଡ଼ ପଦ୍ମପୁର ଉପଖଣ୍ଡ ସଲେପାଲି ପଞ୍ଚାୟତ ଜାମପାଲି ରାସ୍ତା କଡ଼ରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us