SNAKE
Advertisment
ଘର ଆଗରେ ୬ଫୁଟିଆ ଅଜଗରକୁ ଦେଖି ଲୋକେ ଛାନିଆ | ଦିଗପହଣ୍ଡି ଚିକିଟି ରୋଡ଼ ସ୍ଥିତ ଖୋଲା ଜାଗାରୁ ଅଜଗର ଉଦ୍ଧାର କଲେ ସ୍ନେକ ହେଲ୍ପ ଲାଇନ ସଦସ୍ୟ | ସ୍ନେକ ହେଲ୍ପ ଲାଇନ ସଦସ୍ୟ ଆସି ଅଜଗରକୁ ଉଦ୍ଧାର କରି ଜଙ୍ଗଲରେ ଛାଡ଼ିଥିବା ଦେଖିବାକୁ ମିଳିଛି।