Advertisment

୫ କିଲୋ ମାଗଣା ରାସନ ଚାଉଳକୁ ବୁହା ଖର୍ଚ୍ଚ ୫ ଶହ

ମାଗଣାରେ ଚାଉଳ ମିଳୁଛି ୫ କିଲୋ, ହେଲେ ତାକୁ ଘରକୁ ଧରି ପହଞ୍ଚିଲା ବେଳକୁ ଖର୍ଚ୍ଚ ପଡିଯାଉଛି ୫ଶହ ଟଙ୍କା। କାରଣ ବାଧକ ସାଜିଛି ଜଙ୍ଗଲ-ପାହାଡ଼ ରାସ୍ତା। ତାସହ ଗାଁରୁ ପଞ୍ଚାୟତକୁ ଆସିଲେ ୪୦ କିଲୋମିଟର ଚାଲି ଚାଲି ହିତାଧିକାରୀଙ୍କର ଅଖିଆ ଅପିଆ ଦିନଟିଏ ଚାଲିଯାଉଛି।

Ganjam
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ