Advertisment

୪ ଟନ୍ ବିସ୍ଫୋରକ ଲୁଟିଛନ୍ତି କି ଲାଲବାହିନୀ ?

୪ ଟନ୍ ବିସ୍ଫୋରକ ଲୁଟିଛନ୍ତି କି ଲାଲବାହିନୀ ? ଗ୍ରାଉଣ୍ଡ ଜିରୋକୁ ଯାଇ ଡିଜିପିଙ୍କ ସ୍ଥିତି ଅନୁଧ୍ୟାନ। ରାଉରକେଲାରେ ମାଓ ଗତିବିଧି ବୈଠକ। ମାଓବାଦୀଙ୍କ ଉପରେ ସନ୍ଦେହ, ସୀମାରେ ହାଇଆଲର୍ଟ

Advertisment

ବିସ୍ଫୋରକ ଭର୍ତ୍ତି ଗାଡି ଲୁଟର ଖିଅ ଖୋଜିବାକୁ ଘଟଣାସ୍ଥଳରେ ଖୋଦ୍ ପୋଲିସ ଡିଜି। ସାଙ୍ଗରେ ରାଜ୍ୟର ଟପ୍ ପୋଲିସ ଅଧିକାରୀ। ଚାଲିଛି ଘନ ଘନ ଯାଂଚ୍। କିଏ, କାହିଁକି ଏବଂ କେଉଁ ପରିସ୍ଥିତିରେ ଏଭଳି ବଡ଼ ଘଟଣା ଘଟିଲା, ତାର ତନାଘନା କରିଛନ୍ତି ଡିଜିପି ୱାଇ.ବି ଖୁରାନିଆ। ପ୍ରାଥମିକ ତଦନ୍ତରୁ ମାଓବାଦୀଙ୍କ ଆଡକୁ ସନ୍ଦେହ ଯାଉଥିବାରୁ ଜିଲ୍ଲାରେ ମାଓ ଗତିବିଧି ନେଇ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ବୈଠକ ବି କରିଛନ୍ତି।

Advertisment
Odisha Maoists Explosives
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ