Advertisment

ପାରାଦୀପରେ ୨୧ ପାକିସ୍ତାନୀ ନାଗରିକ

ପାରାଦୀପ ସମୁଦ୍ର ଭିତରେ ଆତଙ୍କୀସ୍ତାନର ନାଗରିକଙ୍କୁ ନେଇ ହଲଚଲ୍। ଜାହାଜରେ ଆସିଥିବା ୨୧ ପାକିସ୍ତାନୀଙ୍କୁ ନେଇ ଆତଙ୍କ। ସମୁଦ୍ର କୂଳରେ ପୋଲିସର କଡ଼ା ପହରା।

Advertisment

ବନ୍ଦର ନଗରୀ ପାରାଦୀପରେ ହଇଚଇ। କାରଣ ଭାରତ-ପାକିସ୍ତାନ ତିକ୍ତତା ଭିତରେ ପାରାଦୀପ ସମୁଦ୍ରରେ ପହଞ୍ଚିଥିବା ଏକ ପଣ୍ୟବାହୀ ଜାହାଜରେ ପହଞ୍ଚିଛନ୍ତି ୨୧ ପାକିସ୍ତାନୀ ନାଗରିକ। ସଂପୃକ୍ତ ପାକିସ୍ତାନୀଙ୍କ ପରିଚୟ କ’ଣ ? ଜାହାଜରେ ସେମାନଙ୍କ ଦାୟିତ୍ବ କ’ଣ? ସେନେଇ ବଢ଼ିଛି ସସପେନ୍ସ। ହଂକଂ ଫ୍ଲାଗସିପର ଏହି ଜାହାଜଟି ସାଉଥ କୋରିଆରୁ ସିଂଗାପୁର ଦେଇ ପହଞ୍ଚିଛି ପାରାଦୀପରେ। ଯେଉଁଥିରେ ଥିବା ୨୧ ପାକିସ୍ତାନୀ ନାଗରିକଙ୍କୁ ଓହ୍ଲାଇବାକୁ ମନା କରାଯାଇଛି। ତା ସହିତ ଜାହାଜ ଉପରେ ରହିଛି ପୋଲିସ୍ ଓ କୋଷ୍ଟଗାର୍ଡ ର କଡ଼ା ନଜର।

Advertisment
Operation Sindoor Paradip Port Pakistan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ